Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମରଣ କଲେ ରାଜ୍ୟପାଳ

ଭୁବନେଶ୍ୱର- ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବିଦ୍ୱାନ ରାଜନେତା, ମୃଦୁଭାଷୀ, କର୍ମଠ, ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ତାଙ୍କ ଠାରୁ ସବୁ ବେଳେ କିଛି ନୂଆ ଶିଖିବାର ଅବସର ମିଳିଛି । ତାଙ୍କ ସାନିଧ୍ୟ ନୂଆ ଭର୍ଜା ଭରିଦେଇଥାଏ ।

Show More

Related Articles

Back to top button