Breaking PLUSଓଡ଼ିଶାମୁଖ୍ୟ ଖବର

ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢିଲା ଯୁକ୍ତଦୁଇ ନାମଲେଖା ଅବଧି

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାର ପ୍ରଭାବ ବେଶି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ପଡ଼ିଛି । ତେଣୁ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରୁ ନାମଲେଖା, ପରୀକ୍ଷା, ରେଜଲ୍ଟ ପ୍ରକ୍ରିୟା ସବୁ ଧିରେ ଧିରେ ଆରମ୍ଭ ହୋଇଛି

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାର ପ୍ରଭାବ ବେଶି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ପଡ଼ିଛି । ତେଣୁ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରୁ ନାମଲେଖା, ପରୀକ୍ଷା, ରେଜଲ୍ଟ ପ୍ରକ୍ରିୟା ସବୁ ଧିରେ ଧିରେ ଆରମ୍ଭ ହୋଇଛି । ଏହାସହ +୨ ନାମଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି +୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ସମୟସୀମା ବୃୃଦ୍ଧି କରାଯାଇଛି । ୨୬ ପରିବର୍ତ୍ତେ ୩୦ ତାରିଖ ଯାଏଁ ନାମଲେଖା ହେବ । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଅଣ୍ଡରଟେକିଂ ଦେଇ ନାମ ଲେଖିପାରିବେ ସିବିଏସଇ ଏବଂ ଆଇସିଏସଇ ଛାତ୍ରଛାତ୍ରୀ । ଏଥିସହିତ ଡିଜି ଲକରରୁ ଡାଉନଲୋଡ଼ କରିଥିବା ସାର୍ଟିଫିକେଟ ଦେଇ ଛାତ୍ରଛାତ୍ରୀମାନେ ନାମ ଲେଖିପାରିବେ ।

Show More

Related Articles

Back to top button