Breaking PLUSଓଡ଼ିଶାମୁଖ୍ୟ ଖବର

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 49 ହଜାର 393ଟି କରୋନା ନମୂନା ପରୀକ୍ଷଣ

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 49 ହଜାର 393 ଟି କରୋନା ଟେଷ୍ଟ କରାଯାଇଛି । ରାଜ୍ୟରେ କରାଯାଇଥିବା ଟେଷ୍ଟମଧ୍ୟରେ ଆରଟିପିସିଆର ମାଧ୍ୟମରେ 8 ହଜାର 728ଟି ଟେଷ୍ଟ କରାଯାଇଥିବାବେଳେ ଆଣ୍ଟିଜେନ୍‌ ମାଧ୍ୟମରେ 40 ହଜାର 514 ଓ ଟ୍ରୁନଟ୍‌ ମାଧ୍ୟମରେ 151ଟି ନମୁନା ପରୀକ୍ଷଣ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 4 ହଜାର 771 କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 49 ହଜାର 393 ଟି କରୋନା ଟେଷ୍ଟ କରାଯାଇଛି । ରାଜ୍ୟରେ କରାଯାଇଥିବା ଟେଷ୍ଟମଧ୍ୟରେ ଆରଟିପିସିଆର ମାଧ୍ୟମରେ 8 ହଜାର 728ଟି ଟେଷ୍ଟ କରାଯାଇଥିବାବେଳେ ଆଣ୍ଟିଜେନ୍‌ ମାଧ୍ୟମରେ 40 ହଜାର 514 ଓ ଟ୍ରୁନଟ୍‌ ମାଧ୍ୟମରେ 151ଟି ନମୁନା ପରୀକ୍ଷଣ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 4 ହଜାର 771 କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି ।

ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 50 ହଜାର 807 ଥିବାବେଳେ 1ଲକ୍ଷ 18 ହଜାର 642 ଜଣ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା 626ରେ ପହଞ୍ଚିଛି ।

Show More

Related Articles

Back to top button