Breaking PLUSଓଡ଼ିଶାମୁଖ୍ୟ ଖବର

ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର- ଖୁବ ଶୀଘ୍ର ପୂରଣ ହେବ ଓଡିଶା ବିଧାନସଭାର ଉପବାଚସ୍ପତି ପଦ। ଆଜି ଏ ନେଇ ବିଧାନସଭା ସଚିବଙ୍କ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଚଳିତ ମାସ ୨୧ରେ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ସକାଳ ୯ଟା ୩୦ରେ ନିର୍ବାଚନ ହେବ। ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ନଭେମ୍ବର ୮ ତାରିଖରେ ଇସ୍ତଫା ଦେବା ପରେ ସେହି ପଦବୀ ଖାଲି ପଡିଛି।

Show More

Related Articles

Back to top button