Breaking PLUSଓଡ଼ିଶାମୁଖ୍ୟ ଖବର

ଦନ୍ତା ଆକ୍ରମଣରେ, ଦୁଇ ଶ୍ରମିକଙ୍କ ମୃତ୍ୟୁ

ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ଅଘଟଣ । ଏକ ଅସ୍ଥାୟୀ ଘରେ ଦୁଇ ଶ୍ରମିକ ଶୋଇଥିବା ବେଳେ ଦନ୍ତାହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି

ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ଅଘଟଣ । ଏକ ଅସ୍ଥାୟୀ ଘରେ ଦୁଇ ଶ୍ରମିକ ଶୋଇଥିବା ବେଳେ ଦନ୍ତାହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ଘର ବରଗଡ ଅଂଚଳରେ ବୋଲି ଜଣାପଡିଛି । ପୋଲିସ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚଦନ୍ତ ଚଳାଇଛନ୍ତି ।

ଏଥି ସହ ଦନ୍ତାଟି ସ୍ଥାନୀୟ ଅଞ୍ଚଳରେ ଅନ୍ୟ ଘରଦ୍ୱାରଭଙ୍ଗାରୁଜା କରିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି ।

Show More

Related Articles

Back to top button