Breaking PLUSଓଡ଼ିଶାମୁଖ୍ୟ ଖବର

ମହାମାରୀ କରୋନା କାରଣରୁ ବନ୍ଦ ହେଲା ଚଳିତ ବର୍ଷର କଟକ ଐତିହାସିକ ବାଲିଯାତ୍ରା

କଟକରେ ଏଥର ବାଲିଯାତ୍ରା ବନ୍ଦ । ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ଆୟୋଜନ ସମ୍ଭବ ନୁହେଁ । ବୋଇତ ବନ୍ଦାଣକୁ ମଧ୍ୟ ମିଳିବ ନାହିଁ ଅନୁମତି । ବଡ଼ ଓଷା ମଧ୍ୟ ହେବ ନାହିଁ ପାଳନ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ଏନେଇ ଆଜି ସ୍ପଷ୍ଟ କରିଛନ୍ତି ।

ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

Show More

Related Articles

Back to top button