Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆସନ୍ତାକାଲି ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର

ପାଟନାରେ ନବ ନିର୍ବାଚିତ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ପୁଣି ଥରେ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ସହ ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି । ଏହା ସହ ବିଜେପିର ସୁଶୀଲ ମୋଦୀ ମଧ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ।

ପାଟନାରେ ନବ ନିର୍ବାଚିତ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ପୁଣି ଥରେ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ସହ ନୀତୀଶ କୁମାର ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି । ଏହା ସହ ବିଜେପିର ସୁଶୀଲ ମୋଦୀ ମଧ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ବିଧାନସଭା ଦଳ ବୈଠକରେ ସାମିଲ ଥିବା କେନ୍ଦ୍ରିୟ ପର୍ଯ୍ୟାବେକ୍ଷକ ରାଜନାଥ ସିଂ ନୀତୀଶ କୁମାରଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏର ଏହି ବୈଠକରେ ସମସ୍ତ ଚାରି ସହଯୋଗୀ ଦଳ ଉପସ୍ଥିତ ଥିଲେ । ଏହି ବୈଠକରେ ବିଜେପିଜେଡିୟୁହମ୍ ଏବଂ ଭିଆଇପି ର 125 ଜଣ ବିଧାୟକ ଉପସ୍ଥିତ ଥିଲେ ।

Show More

Related Articles

Back to top button