ଦେଶମୁଖ୍ୟ ଖବର

ରାଜଧାନୀ ଦିଲ୍ଲୀରେ ଆଜିଠୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏନେଇ ରାଜଧାନୀ ଦିଲ୍ଲୀରେ ଆଜି ରାତିରୁ କାର୍ଯ୍ୟକାରୀ ହେବ ନାଇଟ୍ କର୍ଫ୍ୟୁ । ସୋମବାର ଦିନ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୬୩ଟି ଓମିକ୍ରନ୍ ମାମଲା ବୃଦ୍ଧି ପାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି ।

ମୁମ୍ବାଇକୁ ଟପିଯାଇଛି ରାଜଧାନୀ ଦିଲ୍ଲୀ ।

ଦିଲ୍ଲୀର ରାତ୍ରି କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ହେବ । ରାତ୍ରି କର୍ଫ୍ୟୁ ସମୟରେ ସମାବେଶ ଆୟୋଜନ ଅନୁମତି ଦିଆଯାଇନାହିଁ ।

Show More

Related Articles

Back to top button