Breaking PLUSଓଡ଼ିଶାମୁଖ୍ୟ ଖବର

ନୟାଗଡ ଦଶପଲ୍ଲାରୁ ବାଘ ଛାଲ ଜବତ

ଭୁବନେଶ୍ୱର, 20 ନଭେମ୍ବର – ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ, ଅନ୍ତର୍ଗତ ଚଢ଼େୟାପଲ୍ଲୀ ପଞ୍ଚାୟତ ହାଟପଦାରୁ ବାଘ ଛାଲ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦଶପଲ୍ଲାର କୁଆଁରିଆ ଡ୍ୟାମ ନିକଟରେ ଥିବା ହରିଣ ପାର୍କ ପାଖରେ ଏସଟିଏଫ ପକ୍ଷରୁ ରେଡ୍ କରାଯାଇଥିଲା । ବନ୍ୟଜନ୍ତୁ ସାମଗ୍ରୀ ଡିଲ୍ ଅଭିଯୋଗରେ ବନବିଭାଗ ବୈଦ୍ୟରାଜ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଠାରୁ 2ଟି ବାଘଝାଲ ଓ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।

Show More

Related Articles

Back to top button