Breaking PLUSସେଲିବ୍ରିଟି

ନାଗା ଚୈତନ୍ୟଙ୍କ ସହିତ ଥିବା ସମସ୍ତ ଫଟୋକୁ ଇନଷ୍ଟାଗ୍ରାମରୁ ଡିଲିଟ କରିଦେଲେ ସମନ୍ଥା

ନାଗା ଚୈତନ୍ୟଙ୍କୁ ନିଜ ଲାଇଫରୁ ଡିଲିଟ କରିବା ପରେ ପରେ ଏବେ ଇନଷ୍ଟାଗ୍ରାମରୁ ମଧ୍ୟ ଡିଲିଟ କରିଦେଲେ ସମନ୍ଥା । ଗତ ତିନି ସପ୍ତାହ ପୂର୍ବରୁ ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି ସମନ୍ଥା । କିନ୍ତୁ ବିଗତ ୫ ବର୍ଷରେ ଇନଷ୍ଟାଗ୍ରାମରେ ଶେୟାର କରିଥିବା ନାଗା ଚୈତନ୍ୟଙ୍କ ସହିତ ସମସ୍ତ ଫଟୋକୁ ଆଜି ଡିଲିଟ କରି ଦେଇଛନ୍ତି ସମନ୍ଥା । ତେବେ କିଛି ମାସ ପୂର୍ବରୁ ସେ ତାଙ୍କ ନାଁ’ରୁ ଅକିନେନି ସରନେମକୁ ହଟାଇ ଦେଇଥିଲେ । ଯାହାପରେ ଉଭୟଙ୍କ ଅଲଗା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

Show More

Related Articles

Back to top button