Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ, 6 ମୃତ, 30ରୁ ଅଧିକ ଆହତ

ମୁମ୍ବାଇ- ମହାରାଷ୍ଟ୍ରର ଗୋରେଗାଓଁରେ ଭୟାବହ ଅଗ୍ନିକାଣ୍ଡ । ଆଜି ଭୋର ପ୍ରାୟ 3ଟା ସମୟରେ ଏକ ଛଅ ମହଲା ଘରେ ନିଆଁ ଳାଗିଛି । ନିଆଁ ଲାଗିବା ଯୋଗୁ ପ୍ରାୟ 6ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।

ଅଧିକାରୀଙ୍କ ସୂଚନା ମୁତାବକ ଗୁରୁତର ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗୋରେଗାଓଁର ଅଫ୍ ଏମଜି ରୋଡ ସ୍ଥିତ ଜୟ ସନ୍ଦେଶ ବିଲ୍ଡିଂରେ ଏହି ନିଆଁ ଲାଗିଥିଲା । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Show More

Related Articles

Back to top button