Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ: ଅପରାଜିତା

() ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କାଲିର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ୍‌ । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଫଟୋ ସମ୍ବଳିତ ପ୍ରମାଣପତ୍ର ସହ ଜଣାଇଛନ୍ତି । ଟେକା ପଥର, ଅଣ୍ଡା, କଳା ପତାକା ଧରିଥିବା ମହିଳାଙ୍କ ଫଟୋ ପୋଷ୍ଟ କରିଛନ୍ତି । ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି । ‘ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ, ମୋ ଉପରେ ଆକ୍ରମଣ ଉଦ୍ୟମ ହେଉଛି । ଏହାକ’ଣ ପ୍ରକୃତ ମିଶନଶକ୍ତି କି ବୋଲି ପ୍ରଶ୍ନ ପଚାରିଲେ ଅପରାଜିତା ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୋଇ ରାଜଧର୍ମ ପାଳନ କରନ୍ତୁ ବୋଲି କହିଛନ୍ତି ଅପରାଜିତା । କାଲି ଅପରାଜିତାଙ୍କୁ ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଛକରେ ବିରୋଧ କରିଥିଲେ ବିଜେଡି କର୍ମୀ ।….

Show More

Related Articles

Back to top button