ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ସାଲିଆସାହି ବସ୍ତିରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ

ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର । ଆଜି ଭୂବନେଶ୍ୱର ସାଲିଆସାହି ବସ୍ତିରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରଉନସୁଗର ଜବତ କରିଛି ଅବକାରୀ ବିଭାଗ । ଏହାସହ ଜଣେ ଗିରଫ ହୋଇଛି । ଗିରଫ ହୋଇଥିବା ବ୍ରାଉନସୁଗର ବେପାରୀ ଜଣଙ୍କ ନାଁ ରାଜୀବ ପଣ୍ଡା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ଆଜି ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ ସାଲିଆ ସାହିରେ ଚଢାଉ କରିଥିଲା। ଚଢାଉ ସମୟରେ ୨୦୦ ଗ୍ରାମର ବ୍ରାଉନସୁଗର ସମେତ ଜଣେ ବ୍ରାଉନସୁଗର ବେପାରୀ ଗିରଫ ହୋଇଥିବା ବେଳେ ଅନ୍ଯଜଣେ ଘଟଣାସ୍ଥଳରୁ ଖସିଯାଇଥିବା ଜଣାପଡ଼ିଛି। ପୂର୍ବ ପ୍ଲାନିଙ୍ଗ୍ ଅନୁଯାୟୀ ଆଜି ବେପାର ସମୟରେ ଚଢାଉ କରିଛି ଅବକାରୀ ବିଭାଗ ।

 

Show More

Related Articles

Back to top button