ଓଡ଼ିଶାବାଣିଜ୍ୟ

ଇସ୍ପାତ ଓ ଖଣି ବିଭାଗର ୧୫ କର୍ମଚାରୀଙ୍କୁ କରୋନା ।

ସଂପୂର୍ଣ୍ଣ ବିଶୋଧନ ପାଇଁ ୨ ଦିନ ଇସ୍ପାତ ଓ ଖଣି ବିଭାଗ ବନ୍ଦ ।

ଡିସେମ୍ବର ୧୮ ରୁ ପୂର୍ବଭଳି ଏହା କାର୍ଯ୍ୟ ଆରମ୍ଭ କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଫିସ୍ ଆସୁନଥିବା କର୍ମଚାରୀ ଘରେ ରହି କାମ କରିବେ ।

ବିଭାଗର ଜରୁରୀ କାର୍ଯ୍ୟ ସମ୍ପାଦନ ପାଇଁ ୧୮ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହି ୨ ଦିନ ୯ ଜଣ ଲେଖାଏଁ କାମ କରିବେ । ସାଧାରଣ ପ୍ରଶାସନ ବିଭାଗ ଏନେଇ ନିଷ୍ପତ୍ତି ନେଇଛି ।

Show More

Related Articles

Back to top button