ରାଜନୀତି

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ : ରାଜ୍ୟ ନିର୍ବାଚନ କମିଶନ ସଚିବ

ବର୍ତ୍ତମାନ ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେଇଛି

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଏଭଳି କହିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟକାଳ ସରୁଛି ।

ରାଜ୍ୟ ସରକାରଙ୍କୁ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚିଠି ଲେଖିଛୁ ବୋଲି ସେ କହିଛନ୍ତି । ହେଲେ ସରକାରୀ ସ୍ତରରେ ସେ କାମ ସରିନାହିଁ ।

Show More

Related Articles

Back to top button