Breaking PLUSଦେଶ ବିଦେଶମୁଖ୍ୟ ଖବର

ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ଜାକର୍ତ୍ତା- ଇଣ୍ଡୋନେସିଆରେ ପୁଣି ଥରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ଅନୁସନ୍ଧାନ ସେସ୍‌ମୋଲୋଜି କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୬ ଥିଲା।

ସେଣ୍ଟର ଫର ରିସର୍ଚ୍ଚ ସେସ୍‌ମୋଲୋଜି ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ଥିଲା। ଇଣ୍ଡୋନେସିଆର ପଶ୍ଚିମ ତିମୋରରେ ରବିବାର ଏହି ଭୂକମ୍ପ ଅନୁଭୂତ ହୋଇଛି।

Show More

Related Articles

Back to top button