Breaking PLUSଓଡ଼ିଶାମୁଖ୍ୟ ଖବର

ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଣା ଦୁର୍ନୀତି ମାମଲା, ଆଜି ଲୋକାୟୁକ୍ତଙ୍କ ପାଖରେ ହେବ ଚୂଡାନ୍ତ ଶୁଣାଣି

ମହାମାରୀ କରୋନା କାଳରେ ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଣା ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତଙ୍କ ପାଖରେ ଚୂଡାନ୍ତ ଶୁଣାଣି ହେବ । ଗତ ନଭେମ୍ୱର 23 ତାରିଖରେ ଦ୍ୱିତୀୟ ଥର ପାଇଁ ଲୋକାୟୁକ୍ତଙ୍କ ପାଖରେ ଶୁଣାଣି ହୋଇଥିଲା

ମହାମାରୀ କରୋନା କାଳରେ ବହୁ ଚର୍ଚ୍ଚିତ ମାସ୍କ ଓ ପିପିଇ କିଣା ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତଙ୍କ ପାଖରେ ଚୂଡାନ୍ତ ଶୁଣାଣି ହେବ । ଗତ ନଭେମ୍ୱର 23 ତାରିଖରେ ଦ୍ୱିତୀୟ ଥର ପାଇଁ ଲୋକାୟୁକ୍ତଙ୍କ ପାଖରେ ଶୁଣାଣି ହୋଇଥିଲା । ସେ ସମୟରେ ମୁଖ୍ୟ ଶାସନ ସଚିବ ହାଜର ନ ହୋଇ ଲିଖିତ ଜବାବ ରଖିଥିଲେ। ହେମନ୍ତଙ୍କୁ ଅପସାରଣ ପ୍ରସଙ୍ଗରେ ଉତ୍ତର ରଖିଥିଲେ ମୁଖ୍ୟ ଶାସନ ସଚିବ । ଅଧିକ କାର୍ଯ୍ୟଭାର ଯୋଗୁଁ ପର୍ଚେଜ କମିଟିରୁ ବାଦ ଦିଆଯାଇଥିବା ସେ କହିଥିଲେ । ଏହାପରେ ମାମଲାର ଚୂଡାନ୍ତ ଶୁଣାଣି ଆସନ୍ତା ଡିସେମ୍ୱର 7ରେ ହେବା ନେଇ ସ୍ଥିର କରିଥିଲେ ଲୋକାୟୁକ୍ତ ।

Show More

Related Articles

Back to top button