Breaking PLUSଓଡ଼ିଶାମୁଖ୍ୟ ଖବର

ମଣିପୁରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ଇମ୍ଫାଲ , 18 ନଭେମ୍ବର -ମଣିପୁରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି । ମଣିପୁର ପୋଲିସ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବିରୋଧରେ ନିଜର ଅଭିଯାନ ଜାରି ରଖିଛି । ସୁରକ୍ଷାବଳର ଅଭିଯାନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଜବତ ହୋଇଛି ।
ସୁରକ୍ଷାବଳ କାଙ୍ଗପୋକପି, ଥୌବଲ, ଇମ୍ଫାଲ ପଶ୍ଚିମ, ଚୁରାଚାନ୍ଦପୁର ଓ ଇମ୍ଫାଲ ପୂର୍ବ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ରେଡ୍ ସମୟରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ମୋଇଡାଙ୍ଗପ ଅଞ୍ଚଳରୁ ଗୋଟିଏ 303 ରାଇଫଲ, ଗୋଟିଏ ପିସ୍ତଲ, ଦୁଇଟି ଡିଟୋନେଟର,36 ହାତଗୋଲା, ବୋମା ଜବତ ହୋଇଛି ।

Show More

Related Articles

Back to top button