Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ମାନବିକତା ହରାଇ : ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ବଡ ଭାଇକୁ ହାଣିଲା ସାନ ଭାଇ

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ବଡ ଭାଇକୁ ଗୋଡାଇ ଗୋଡାଇ ହାଣିଲା ସାନ ଭାଇ । ଏହି ଆକ୍ରମଣର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସ୍ଥାନୀୟ ଲୋକଙ୍କ ସାମ୍ନାରେ ଏହିସବୁ ଘଟଣା ଘଟିଥିଲା । ସାନ ଭାଇ ଦିପୁନା ନିଜ ବଡ ଭାଇ ଚନ୍ଦ୍ରକାନ୍ତକୁ କଟୁରୀ ଧରି ଗୋଡେଇ ଗୋଡେଇ ରାସ୍ତା ଉପରେ ଆକ୍ରମଣ କରୁଥିଲା । ପୋଲିସର ଉପସ୍ଥିତିରେ ଏହି ଘଟଣା ଘଟିଥିଲା । ଜମିବାଡି ବିବାଦକୁ ନେଇ ସାନ ଭାଇ ଏଭଳି ମରମାନ୍ତକ ଆକ୍ରମଣ କରିଥିଲା । ଏହି ଦୃଶ୍ୟ ଜଣେ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲା । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Show More

Related Articles

Back to top button