ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

କୋଣାର୍କରେ ଜୁଏଲାରୀ ଦୋକାନରୁ ଲୁଟ୍

୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରା ଫେରାର୍

କୋଣାର୍କ : ଜୁଏଲାରୀ ଦୋକାନରୁ ଲୁଟ୍। ଲକର କାଟି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଅଳଙ୍କାର ନେଇ ଲୁଟେରା ଫେରାର୍ । ଘଟଣାକୁ ନେଇ ପୁଲିସର ତନାଘନା ।

ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିରତ ରାତିରେ ପୁରୀ ଜିଲ୍ଲା କୋଣାର୍କସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସର ମହାଲକ୍ଷ୍ମୀ ଜୁଏଲାରୀ ଦୋକାନରେ ପ୍ରାୟ ୪ ଜଣ ଲୁଟେରା ଛାତ ଉପର ସିଡ଼ି ଘର ଗେଟ୍ ପଟେ ପଶି ସମସ୍ତ ଲକରକୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ଷ୍ଟ୍ରଙ୍ଗ ରୁମରେ ପଶି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅଳଙ୍କାର ଲୁଟପାଟ କରିଥିଲେ । ଯାହକି ଲାଇଭ୍ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଏହାରି ଆଧାରରେ ତନାଘନା ଜାରି ରଖିଛି ।

 

Show More

Related Articles

Back to top button