Breaking PLUSଓଡ଼ିଶାମୁଖ୍ୟ ଖବର

ଜାତୀୟ ରାଜପଥ କାମ ବିଳମ୍ବ ପ୍ରତିବାଦରେ ୧୨ ଘଣ୍ଟିଆ ଚୌଦ୍ୱାର ବନ୍ଦ

ଚୌଦ୍ୱାର ଦେଇ ଯାଇଥିବା ୫୫ ନଂ ଏନଏଚ ବା ଜାତୀୟ ରାଜପଥ କାମ ବିଳମ୍ବ ଯୋଗୁଁ ୧୨ ଘଣ୍ଟିଆ ଚୌଦ୍ୱାର ବନ୍ଦ ଡାକରା ଦିଆଯାଇଛି । ରାସ୍ତା ମରଣଯନ୍ତା ଓ କାମରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟୁଛି

ଚୌଦ୍ୱାର ଦେଇ ଯାଇଥିବା ୫୫ ନଂ ଏନଏଚ ବା ଜାତୀୟ ରାଜପଥ କାମ ବିଳମ୍ବ ଯୋଗୁଁ ୧୨ ଘଣ୍ଟିଆ ଚୌଦ୍ୱାର ବନ୍ଦ ଡାକରା ଦିଆଯାଇଛି । ରାସ୍ତା ମରଣଯନ୍ତା ଓ କାମରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟୁଛି । ରାସ୍ତା ଖରାପ ଯୋଗୁଁ ଅନେକ ନିରୀହ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଉଛି । ବାରମ୍ୱାର କହିଲା ପରେ ମଧ୍ୟ ଏନଏଚଏଆଇ କର୍ତ୍ତୃପକ୍ଷ କୌଣସି କଥା ଶୁଣୁନାହାଁନ୍ତି ଏନେଇ ୧୨ ଘଣ୍ଟିଆ ଚୌଦ୍ୱାର ବନ୍ଦ ଡାକରା ଦେଇଛି ଚୌଦ୍ୱାର ଜାଗରଣ ମଞ୍ଚ ।

Show More

Related Articles

Back to top button