ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ନିଜ ବ୍ୟବହାରରେ ସ˚ଯତ ରଖିବାକୁ ଚେଷ୍ଟା କରନ୍ତୁ। ଆୟ ଉପରେ ଅଧିକ ଧୢାନ ଦିଅନ୍ତୁ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି।

ବୃଷ: ଜୀବନରେ ଲାଗିରହିଥିବା ସଂଘର୍ଷ ସମାପ୍ତ ହେବ। ମନପ୍ରାଣ ଢାଳି ସାମାଜିକ କାର୍ଯ୍ୟ କରିବେ। ଅଚାନକ ଧନଲାଭ ହେବ। ଘରକୁ କୁଣିଆ ଆସିବେ।

ମିଥୁନ: ଉନ୍ନତିର ନୂଆ ମାର୍ଗ ଖୋଲିବ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଚାକିରିଜୀବୀ ଆଶା କରିଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି।

କର୍କଟ: ମନ ଶାନ୍ତ ରହିବ। ଗୁରୁତ୍ବପୂର୍ଣ୍ଣ ମାମଲାରେ ଲୋକମାନଙ୍କ ସହିତ ଆଲୋଚନା କରିବେ। ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ।

ସି˚ହ: ସକାରାତ୍ମକତା ଆପଣଙ୍କୁ ବହୁତ ଆଗକୁ ନେଇଯିବ। ପୁରୁଣା ବନ୍ଧୁ ସହିତ ଦେଖା ହେବ। ପାରିବାରିକ ଦାୟିତ୍ବକୁ ଅଣଦେଖା କରନ୍ତୁ ନାହିଁ।

କନ୍ୟା: ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। କୌଣସି ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ତୁଳା: ବିଶେଷ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିଦେବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଆପଣଙ୍କୁ ଚାକିରି ସମ୍ବନ୍ଧରେ ଶୁଭ ସମାଚାର ମିଳିପାରେ।

ବିଛା: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ସମସ୍ୟାର ସମାଧାନ ଲାଗି ତୁରନ୍ତ ମାର୍ଗ ମିଳିବ। ଜିନିଷ କିଣିବା ଲାଗି ପରିବାର ସହିତ ସହରକୁ ଯାଇପାରନ୍ତି।

ଧନୁ: ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ।

ମକର: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଢେର‌୍‌ କାମ ମିଳିବ। ପରିବାରରେ ହସଖୁସି ବୃଦ୍ଧି ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ।

କୁମ୍ଭ: ଅଧୢାପକଙ୍କ ଲାଗି ଭଲ ଦିନଟିଏ। କୌଣସି ବିଶେଷ କାମ କରିବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସ୍ବାସ୍ଥ୍ୟରେ ସୁଧାର ହେବ। ଆପଣଙ୍କର ଉନ୍ନତି ହେବା ଯୋଗୁଁ ପରିବାରରେ ସୁଖଦ ପରିବେଶ ରହିବ।

Show More

Related Articles

Back to top button