Breaking PLUSଦେଶମୁଖ୍ୟ ଖବର

ପୁଣି ପିତା ହେଲେ କୋହଲି, ପୁତ୍ର ସନ୍ତାନକୁ ଜନ୍ମଦେଲେ ଅନୁଷ୍କା

ନୂଆଦିଲ୍ଲୀ, 21 ଫେବୃଆରୀ- ଦ୍ୱିତୀୟ ଥର ପିତା ହୋଇଛନ୍ତି ବିରାଟ କୋହଲି । ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କୋହଲି ମଙ୍ଗଳବାର ଇନଷ୍ଟା ପୋଷ୍ଟରେ କହିଛନ୍ତି, ଫେବୃୟାରୀ 15ରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତାର ନାମ ଅକାୟ ରଖାଯାଇଛି ।
କୋହଲି ଇଂଲଣ୍ଡ ବିରୁଦ୍ଧରେ ଚାଲୁଥିବା ସିରିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଖେଳୁନାହାନ୍ତି । ପ୍ରଥମ ସନ୍ତାନ ଜନ୍ମ ସମୟରେ 2020-21ରେ ଅଷ୍ଟ୍ରେଲିଆ ବିପକ୍ଷ 4ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ତିନୋଟି ମ୍ୟାଚ ମଧ୍ୟ ଖେଳିନଥିଲେ କୋହଲି ।

Show More

Related Articles

Back to top button