Breaking PLUSଦେଶମୁଖ୍ୟ ଖବର

କେରଳରେ ଦ୍ରୁତ ଗତିରେ ମାଡୁଛି କରୋନା, 24 ଘଣ୍ଟାରେ 292 ନୂଆ ମାମଲା, 3 ମୃତ

ନୂଆଦିଲ୍ଲୀ, 20 ଡିସେମ୍ବର – କେରଳରେ ଦ୍ରୁତ ଗତିରେ ମାଡିଚାଲିଛି କରୋନା । ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳ ଅନୁସାରେ, କେରଳରେ ଗତ 24ଘଣ୍ଟାରେ 292ଟି ନୂଆ ସକ୍ରିୟ ମାମଲା ସାମ୍ନାକୁ ଆସିଛି । ସେହିପରି କରୋନା ଯୋଗୁ 3ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏକ ସକ୍ରିୟ ମାମଲା 2041 ବୋଲି ସୂଚନା ମିଳିଛି ।
ମନ୍ତ୍ରାଳୟ ଅନୁସାରେ ଦେଶରେ 341 ନୂଆ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀ ଓ ଗୁଜରାଟରୁ 3ଟି ଲେଖାଏଁ ମାମଲା ଆସିଥିବା ବେଳେ ମହାରାଷ୍ଟ୍ରରୁ 11ଟି, ତାମିଲନାଡୁରେ 13ଟି, ତେଲେଙ୍ଗାନାରୁ 4ଟି, କର୍ଣ୍ଣାଟକରୁ 9ଟି ମାମଲା ଚିହ୍ନଟ ହୋଇଛି ।

Show More

Related Articles

Back to top button