Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ବିଶିଷ୍ଟ କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ କଥାଶିଳ୍ପୀ ଯଶୋଧାରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୦ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି କଥାଶିଲ୍ପୀ ଯଶୋଧାରା । ତାଙ୍କର ଗଳ୍ପ ସଂକଳନ ସମୁଦ୍ର କୂଳ ଘର ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ।

୨୦୧୬ ମସିହାରେ ପ୍ରକାଶିତ ଏହି ସଂକଳନକୁ ଇଙ୍କ ଓଡ଼ିଶା ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା । ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ କମିଟିରେ କବି ରମାକାନ୍ତ ରଥ, ବୀଣାପାଣି ମହାନ୍ତି ଏବଂ ପ୍ରତିଭା ଶତପଥୀ ରହିଥିବା ସୂଚନା ରହିଛି ।

Show More

Related Articles

Back to top button