Breaking PLUSଓଡ଼ିଶାମୁଖ୍ୟ ଖବର

ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ରାଜ୍ୟରେ ଥଣ୍ଡା ଅନୁଭବ ହେବା ସହ ଧିରେ ଧିରେ ଖସୁଛି ପାରଦ। କେତେକ ସ୍ଥାନରେ ଥଣ୍ଡାର ଅଧିକ ପ୍ରଭାବ ଦେଖାଗଲାଣି। ଗତ ୨୪ ଘଣ୍ଟାରେ ଜି.ଉଦୟଗିରି ସବୁଠାରୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ କରାଯାଇଛି। ୧୩ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ଏହାସହ କୋରାପୁଟ ୧୩.୮, କିରେଇ ୧୪, ଦାରିଙ୍ଗବାଡି ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button