Breaking PLUSଓଡ଼ିଶା

କନ୍ଧମାଳ-ବାଲିଗୁଡାରେ ମୃଦୁ ଭୂମିକମ୍ପ ଅନୁଭୂତ

କନ୍ଧମାଳ-ବାଲିଗୁଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ହୋଇଛି। ରାତି ୯ଟା୪୫ ମିନିଟରେ ଭୂମିକମ୍ପ ହେଇଥିବା ସୂଚନା ମିଳିଛି।

 

ଜିଲ୍ଲାର ସାରଙ୍ଗ ତ, ବାଲିଗୁଡ଼ା, ବୁଡ଼ା ଗୁଡ଼ା,ପକାରୀ ଆବି ଅଞ୍ଚଳରେ ୩ ରୁ ୪ ସେକେଣ୍ଡ ଭୂମିକମ୍ପ ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ପଦାକୁ ବାହାରି ଆସି ଥିଲେ। ଏ ଯାଏ କୌଣସି କ୍ଷୟକ୍ଷତିର ସୂଚନା ମିଳିନି।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close