Breaking PLUSଦେଶମୁଖ୍ୟ ଖବର

ଲୋକସଭା ନିର୍ବାଚନ ପାଇଁ ସଂକଳ୍ପ-ପତ୍ର ପରାମର୍ଶ ଅଭିଯାନର ଶୁଭାରମ୍ଭ କଲେ ଜେପି ନଡ୍ଡା

ନୂଆଦିଲ୍ଲୀ, 26 ଫେବୃଆରୀ – ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ରୀୟ କାର୍ଯ୍ୟାଳୟରେ ଲୋକସଭା ନିର୍ବାଚନ ପାଇଁ ସଂକଳ୍ପ-ପତ୍ର ପରାମର୍ଶ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିକଶିତ ଭାରତ ମୋଦିର ଗ୍ୟାରେଣ୍ଟି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

Show More

Related Articles

Back to top button