Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ଝାରସୁଗୁଡା ବନ୍ଦ ଡାକରା ଦେଇଛି ବିଜେପି

ଆସନ୍ତାକାଲି ବିଜେପି ପକ୍ଷରୁ ଝାରସୁଗୁଡା ବନ୍ଦ ଡାକରା ଦିଆଯାଇଛି । ୬ ଘଣ୍ଟା ପାଇଁ ଝାରସୁଗୁଡା ବନ୍ଦ ନେଇ ଡାକରା ଦେଇଛି ବିଜେପି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦେଇଛି ।

Show More

Related Articles

Back to top button