ଓଡ଼ିଶାମନୋରଞ୍ଜନ

ଦୀପାବଳୀ ପର୍ବରେ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଲେ ଜଜବା ଅନୁଷ୍ଠାନ

ରାମ ମନ୍ଦିର ସମ୍ମୁଖରେ ୫୦ରୁ ଉର୍ଦ୍ଧ୍ବ ଅସହାୟ ଓ ଗରିବ ଲୋକଙ୍କୁ କମ୍ବଳ, ଆଶା ବାଡି,ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛି ଜଜବା ଅନୁଷ୍ଠାନ

ଦୀପାବଳୀରେ ଅସହାୟ ଓ ଗରିବଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ସହଯୋଗର ହାତ ବଢାଇଲେ PP ଅନୁଷ୍ଠାନ । ଭୁବନେଶ୍ଵର ରାମ ମନ୍ଦିର ସମ୍ମୁଖରେ ୫୦ରୁ ଉର୍ଦ୍ଧ୍ବ ଅସହାୟ ଓ ଗରିବ ଲୋକଙ୍କୁ କମ୍ବଳ, ଆଶା ବାଡି,ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛି ଜଜବା ଅନୁଷ୍ଠାନ।

ଅନୁଷ୍ଠାନର ଅଧ୍ୟକ୍ଷ ସଫଦର ହାସିମଙ୍କ ସଂଯୋଜନା ରେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା ବବି ମିଶ୍ର,ଅଶ୍ଵିନୀ ତ୍ରିପାଠୀ,ଅଭିନେତ୍ରୀ ପୂଜା,ବବି ମିଶ୍ର,ବାବୁ ରାଜା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଆଲୋକର ପର୍ବ ଦୀପାବଳୀରେ ଅନୁଷ୍ଠାନର ଏଭଳି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

Show More

Related Articles

Back to top button