ମନୋରଞ୍ଜନ

ବିଜୟଙ୍କ ରିଲେସନ୍‌ସିପ୍ ଷ୍ଟାଟସ୍‌କୁ ନେଇ ଖୁଲାସା କଲେ ଜାହ୍ନବୀ

ବିଜୟଙ୍କ ରିଲେସନ୍‌ସିପ୍ ଷ୍ଟାଟସ୍‌କୁ ନେଇ ଖୁଲାସା କଲେ ଜାହ୍ନବୀ । ସାଉଥ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା ରିଲେସନ୍‌ସିପ୍ ଷ୍ଟାଟସ୍‌କୁ ନେଇ ରିଲେସନ୍‌ସିପ୍ ଷ୍ଟାଟସ୍‌କୁ ନେଇ ଅଭିନେତ୍ରୀ ଜାହ୍ନବୀ କପୁର କିଛି ମହା ଖୁଲାସା କରିଛନ୍ତି । ଏଭଳି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ବୁଧବାର ଜାହ୍ନବୀ କପୁର  ଅପ୍‌କମିଂ ଫିଲ୍ମ ‘ମିଲି’ର ପ୍ରମୋସନ ପାଇଁ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ଏଥିରେ ଜାହ୍ନବୀଙ୍କ ସହ ରାପିଡ୍ ଫାୟାର୍ ରାଉଣ୍ଡ ଖେଳାଯାଇଥିଲା। ଏହି ରାପିଡ୍ ଫାୟାର୍ ରାଉଣ୍ଡରେ ତାଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲାବେଳେ ମିଡିଆ ସାମ୍ନାରେ ବିଜୟ ଦେବରକୋଣ୍ଡାଙ୍କ ଗୁମର ଖୋଲିଥିଲେ ସେ  ।

ଏହି ପ୍ରଶ୍ନ ମଧ୍ୟରେ ଗୋଟିଏ ଥିଲା, ତାଙ୍କ ସ୍ୱୟଂମ୍ବରରେ ସେ କାହାକୁ ଭାଗ ନେଇଥିବା ଦେଖିବାକୁ ଚାହିଁବେ। ଏହାର ଉତ୍ତରରେ ଜାହ୍ନବୀ ପ୍ରଥମେ ରଣବୀର କପୁରଙ୍କ ନାଁ ନେଇଥିଲେ । କିନ୍ତୁ ପରେ ସେ ବିବାହିତ ଥିବା ଜାଣି ଟାଇଗର ସ୍ରଫଙ୍କ ନାଁ ନେଇଥିଲେ। ବିଜୟ ଦେବରକୋଣ୍ଡାଙ୍କ ନାଁ କାହିଁକି ନେଲନି ପଚାରିବାରୁ ସେ କହିଥିଲେ, ବିଜୟ ବିବାହିତ।

 

 

Show More

Related Articles

Back to top button