ଓଡ଼ିଶା

୧୫୦ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଲେ ସଫଦର ହାସ୍ମୀ

ରାଜଧାନୀର ସାମନ୍ତରାପୁର ଅଞ୍ଚଳରେ ପ୍ରୟ ୧୫୦ ପରିବାରଙ୍କୁ ସହାୟତାର ହାତ ବଢାଇଛି ଜଜବା ଅନୁଷ୍ଠାନ । ଏହାର ନେତୃତ୍ୱ ନେଇଥିଲେ ଅନୁଷ୍ଠାନର ଅଧକ୍ଷ ସଫଦର ହାସ୍ମି । ପ୍ରତ୍ୟେକ ପରିବାରଙ୍କୁଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ମାକ୍ସ ସାନିଟାଇଜର ବଣ୍ଟନ କରାଯାଇଛି । ପୂର୍ବରୁ ରାଜଧାନୀର ପ୍ରାୟ ୧୬ ଟି ବସ୍ତିରେ ଏପରି କାର୍ଯ୍ୟ କ୍ରମ ହାତକୁ ନେଇ ସମ୍ପୁର୍ଣ୍ଣ କରିଛି ଜଜବା ।

ଭୁବନେଶ୍ବର : ରାଜଧାନୀର ସାମନ୍ତରାପୁର ଅଞ୍ଚଳରେ ପ୍ରୟ ୧୫୦ ପରିବାରଙ୍କୁ ସହାୟତାର ହାତ ବଢାଇଛି ଜଜବା ଅନୁଷ୍ଠାନ । ଏହାର ନେତୃତ୍ୱ ନେଇଥିଲେ ଅନୁଷ୍ଠାନର ଅଧକ୍ଷ ସଫଦର ହାସ୍ମି । ପ୍ରତ୍ୟେକ ପରିବାରଙ୍କୁଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ମାକ୍ସ ସାନିଟାଇଜର ବଣ୍ଟନ କରାଯାଇଛି । ପୂର୍ବରୁ ରାଜଧାନୀର ପ୍ରାୟ ୧୬ ଟି ବସ୍ତିରେ ଏପରି କାର୍ଯ୍ୟ କ୍ରମ ହାତକୁ ନେଇ ସମ୍ପୁର୍ଣ୍ଣ କରିଛି ଜଜବା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାବୁରାଜା ମହମ୍ମଦ ସାଲିମ ଅଭିନେତା ବାବୁ ରାଜା ଓ ଅଭିନେତ୍ରୀ ପ୍ରିୟଙ୍କା ନାୟକ ପ୍ରମୁଖ ଯୋଗଦେଇ ବସ୍ତି ବାସିନ୍ଦାଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଥିଲେ । କରୋନା ସଂଙ୍କଟର ମୁକାବିଲା କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଅସହାୟ ଲୋକଙ୍କୁ ସହାଯ୍ୟ କରାଯାଇଛି । ତେବେ ଜଜବା ପକ୍ଷରୁ ବିଗତ ୬ ମାସ ମଧ୍ୟରେ ବିଭିନ୍ନ ସମୟରେ ଗରିବ ଅସହାୟ ଲୋକଙ୍କୁ ସୁରକ୍ଷା କିଟ ସହ ଖାଦ୍ୟ ସାମଗ୍ରି ମଧ୍ୟ ଯୋଗାଇ ଦିଆଯାଇଛି ।

Show More

Related Articles

Back to top button