Breaking PLUSଦେଶ ବିଦେଶମୁଖ୍ୟ ଖବର

ଜେଲରେ ବନ୍ଦ ଇମ୍ରାନ ଖାନଙ୍କ ପାକିସ୍ତାନ-ତହରିକ୍-ଏ-ଇନସାଫ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ 154 ସିଟରେ ଆଗୁଆ

ଇସଲମାବାଦ- ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ହୋଇଥିବା ଭୋଟିଂ ପରେ କାଲି ସନ୍ଧ୍ୟାରୁ ଭୋଟ ଗଣତି ଜାରି ରହିଛି । ପ୍ରାରମ୍ଭିକ ଧାରାରେ ଜେଲରେ ବନ୍ଦ ଥିବା ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଶ୍ୱସ୍ତି ଦେବା ଭଳି ଖବର ରହିଛି । ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ) ସମର୍ଥିକ ପ୍ରାର୍ଥୀ 154 ସିଟରେ ଆଗକୁ ଅଛନ୍ତି । ଧାରାରେ ପିଟିଆଇ, ପାକିସ୍ତାନ ପିପୁଲ୍ସ ପାର୍ଟି ଓ ପାକିସ୍ତାନ ମୁସଲିମ ଲିଗ-ନୱାଜକୁ କଡା ଟକ୍କର ଦେଉଥିବା ଦେଖିବାକୁ ମିଳିଛି ।
ପାକିସ୍ତାନ ନିର୍ବାଚନୀ ବିଶେଷଜ୍ଞଙ୍କ ଅନୁସାରେ ଯଦି ଶେଷ ଯାଏ ଏଭଳି ସ୍ଥିତି ଜାରି ରହିବ, ତେବେ ମାଟିରେ ପୁଣି ଥରେ ବଡ ରାଜନୈତିକ ହଲଚଲ ହୋଇପାରେ ।

Show More

Related Articles

Back to top button