ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିସ୍ୱତନ୍ତ୍ର

ଆଜି ଜନ୍ମବେଦିରେ ଶ୍ରୀଜିଉଙ୍କ ବନକଲାଗି ନୀତି ,ସର୍ସାଧାରଣ ଦର୍ଶନ ବନ୍ଦ୍

ପୁରୀ : ଆଜି ଜନ୍ମବେଦିରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଏହି ସ୍ୱତନ୍ତ୍ର ନୀତି ପାଇଁ ଦ୍ୱୀତିୟ ଭୋଗମଣ୍ଡପ ପରେ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବାରଣ କରାଯାଇଛି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଙ୍ଗାର କରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରି ପଛ ଭୋଗ ମଣ୍ଡପ ନୀତି ଆରମ୍ଭ ହେବ । ଭୋଗ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଗୁଣ୍ଡି ମନ୍ଦିରକୁ ପ୍ରବେଶ କରି ଆଡପ ମଣ୍ଡପ ନୀତି ସମ୍ପାଦନ କରିବେ ।

Show More

Related Articles

Back to top button