Breaking PLUSଦେଶମୁଖ୍ୟ ଖବର

ଆଇପିଏଲ-2024 ସଂସ୍କରଣ ମାର୍ଚ୍ଚ 22ରୁ ମେ ଶେଷ ମଧ୍ୟରେ ଖେଳାଯିବା ସମ୍ଭାବନା

ନୂଆଦିଲ୍ଲୀ, 19 ଡିସେମ୍ବର – ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) 2024 ସଂସ୍କରଣ 22 ମାର୍ଚ୍ଚରୁ ମେ ଶେଷ ମଧ୍ୟରେ ଖେଳାଯିବାର ସମ୍ଭାବନା ରହିଛି । ନିର୍ବାଚନ ଆୟୋଗ ପକ୍ଷରୁ ଭାରତରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଆଇପିଏଲର ଚୂଡାନ୍ତ ତାରିଖ ଘୋଷଣା କରାଯିବ ।

Show More

Related Articles

Back to top button