Breaking PLUSଦେଶମୁଖ୍ୟ ଖବର

ମଣିପୁର ପୁଣି ବଢିଲା ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ

ଇମ୍ଫାଲ, 6 ନଭେମ୍ବର – ମଣିପୁର ସରକାର ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ କଟକଣାକୁ ପୁଣି ବୃଦ୍ଧି କରିଛନ୍ତି । ନୂଆ ସୂଚନା ମୁତାବକ ନଭେମ୍ବର 8ତାରିଖ ଯାଏ କଟକଣା ବୃଦ୍ଧି କରାଯାଇଛି ।
ମଣିପୁର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମଣିପୁର ରାଇଫଲ୍ସର ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମରେ ସୁରକ୍ଷାବଳ ଶିବିର ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ସେନା ପକ୍ଷରୁ ଏହାର ମୁକାବିଲାରେ ଆକାଶରେ ଗୁଳି ଚାଳନା କରାଯାଇଥିଲା । ଏହାପରେ ରାଜ୍ୟରେ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ବୃଦ୍ଧି କରାଯାଇଛି ।

Show More

Related Articles

Back to top button