Breaking PLUSଦେଶମୁଖ୍ୟ ଖବର

ଆଇଏନଏସ ବିକ୍ରାନ୍ତକୁ ମିଳିଲା କାର୍ଯ୍ୟକ୍ଷମ ମାନ୍ୟତା

ଏବେ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ପାଇଁ ତୟାର

ନୂଆଦିଲ୍ଲୀ- ଭାରତୀୟ ନୌସେନାର ପ୍ରଥମ ସ୍ୱଦେଶୀ ବିମାନ ପରିବହନ ପୋତ ଆଇଏନଏସ ବିକ୍ରାନ୍ତ ହାସଲ କରିଛି ପୂର୍ଣ୍ଣ ପରିଚାଳନ କ୍ଷମତା । ଏବେ ଏହା ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ହେବା ପରେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ନୌସେନା ଏହି ଜାହାଜକୁ ସଞ୍ଚାଳନ ପାଇଁ ଭାରତ ମହାସାଗର ଓ ଏହାଠାରୁ ଆଗରେ କେଉଁଠାରେ ମୁତୟନ କରିପାରେ । ଭାରତ ମହାସାଗରରେ ଏହାର ନିୟୋଜନ ଭାରତର ଶକ୍ତି ବୃଦ୍ଧି କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ସେପ୍ଟେମ୍ବର 2ତାରିଖରେ ଭାରତର ପ୍ରଥମ ସ୍ୱଦେଶୀ ବିମାନ ବାହକ ପୋତ ବିକ୍ରାନ୍ତକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

Show More

Related Articles

Back to top button