Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଅଣ୍ଡର-18 ମହିଳା ରଗବୀରେ ଭାରତୀୟ ମହିଳା ଟିମଙ୍କୁ ରୌପ୍ୟ

ଚାଇନିଜ୍‌ ତାଇପେରେ ଆୟୋଜିତ ଏସୀୟ ୧୮ ବର୍ଷରୁ କମ୍‌ ମହିଳା ରଗ୍‌ବୀରେ ଭାରତ ରନର୍ସଅପ ସହ ରୌପ୍ୟ ପଦକ ଜିିତିଛି। ଫାଇନାଲରେ ଭାରତ ୭-୧୦ରେ ଚାଇନିଜ୍‌ ତାଇପେ ନିକଟରୁ ପରାଜିତ ହୋଇଛି।
ଭାରତ ଲିଗ୍‌ ପର୍ଯ୍ୟାୟରେ ୧୦-୫ରେ ୟୁଏଇକୁ, ୫୨-୫ରେ ଚାଇନିଜ୍‌ ତାଇପେକୁ, ୨୨-୧୯ରେ ଥାଇଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଭାରତୀୟ ଦଳ ପକ୍ଷରୁ କିସ୍‌ର ଦୁଇ ଛାତ୍ରୀ ଋତୁ ମାଝି ଓ ମାମାଲି ସିଂହ ପ୍ରତିନିଧିତ୍ବ କରିଥିଲେ। ପୁରୁଷ ବର୍ଗରେ ଭାରତ ୪ର୍ଥ ସ୍ଥାନ ହାସଲ କରିଥିଲା। ଭାରତୀୟ ଦଳ ପକ୍ଷରୁ କିସ୍‌ର ଧର୍ମାନନ୍ଦ ବିଶ୍ବାଳ ଓ ଚରଣ ହେମ୍ବ୍ରମ ରହିଥିଲେ।

Show More

Related Articles

Back to top button