Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୬୧,୨୬୭ ଜଣ କରୋନା ରୋଗୀ ଚିହ୍ନଟ

ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୬୧,୨୬୭ ଜଣ ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୮୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି ।

ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ରହିଛି। ସେଥିମଧ୍ୟରୁ ଏକ ଲକ୍ଷ ତିନି ହଜାର ଲୋକ ପ୍ରାଣ ହରାଇଛନ୍ତି । ଦେଶରେ ଏବେ ବି ୯ ଲକ୍ଷ ୧୯ ହଜାରରୁ ଅଧିକ ଲୋକ କରୋନାରେ ସକ୍ରିୟ ଅଛନ୍ତି ।

Show More

Related Articles

Back to top button