Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଖସୁଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୭ ହଜାର ୩୩୪ କରୋନା ପଜିଟିଭ୍ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୭ ହଜାର ୩୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୪୫୨୯ ଜଣଙ୍କ ଜୀବନ ନେଇଛି କରିନା। ଏହି କ୍ରମରେ ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୨କୋଟି ୫୪ ଲକ୍ଷ ୯୬ ହଜାର ୩୩୦ରେ ପହଞ୍ଚିଛି।

ଦେଶରେ ତଳକୁ ଖସୁଛି କରୋନା ଗ୍ରାଫ। ହ୍ରାସ ପାଇବାରେ ଲାଗିଛି ଦୈନିକ ସଂକ୍ରମଣ। ତେବେ ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢୁଛି। ମୃତ୍ୟୁର ତାଣ୍ଡବ ରଚୁଛି ଅଦୃଶ୍ୟ ଭୂତାଣୁ। ସେପଟେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ବିଭିନ୍ନ ରାଜ୍ୟ ସରକାର ଲକଡାଉନ୍ ସଟଡାଉନ୍ ଭଳି କଟକଣା ଲାଗୁ କରିଛନ୍ତି। ତେବେ ଏହି ମଧ୍ୟରେ ପୁଣି ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୭ ହଜାର ୩୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୪୫୨୯ ଜଣଙ୍କ ଜୀବନ ନେଇଛି କରିନା। ଏହି କ୍ରମରେ ଦେଶରେ ମୋଟ ପଜିଟିଭ୍ ସଂଖ୍ୟା ୨କୋଟି ୫୪ ଲକ୍ଷ ୯୬ ହଜାର ୩୩୦ରେ ପହଞ୍ଚିଛି।

Show More

Related Articles

Back to top button