Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ଡିଜିପି

ନକ୍ସଲ ପ୍ରଭାବିତ ଅଞ୍ଚଳ ଉପରେ ନଜର

() ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପୂର୍ବରୁ ଫୁଲଡ୍ରେସ ରିହରସାଲ କରାଯାଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଡିଜିପି ସୁନୀଲ ବଂଶଲ । ସୁରକ୍ଷା ବ୍ୟବସ୍ଥା ତଦାରଖ ପରେ ଡିଜିପିଙ୍କ ପ୍ରତିକ୍ରିୟା । କହିଲେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୂରା ସତର୍କ ନଜର ରଖାଯାଇଛି । କେବଳ ଭୁବନେଶ୍ୱର ନୁହେଁ, ପୂରା ରାଜ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅଧିକ ସତର୍କ ରହିଛୁ । ସୀମାବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଡିଜିପି ।

Show More

Related Articles

Back to top button