
ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଜାରି ରହିବ ବର୍ଷା I ମୌସୁମୀ ସକ୍ରିୟ ସହ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ। ୭ରୁ ୨୦ ସେଣ୍ଟିମିଟର ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି I ଆଭ୍ୟନ୍ତରୀଣ ଓ ଉପକୂଳର ପ୍ରାୟ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଶୁକ୍ରବାର କୋରାପୁଟରେ ମିଲିମିଟର, ୭୨ ଯାଜପୁରରେ ୪୩ ମିମି, ମାଲକାନଗିରିରେ ୩୪.୮ମିମି, ଫୁଲବାଣୀରେ ୨୪, ଟିଟିଲାଗଡରେ ୨୦, ଢେଙ୍କାନାଳରେ ୨୧.୪, ନବରଙ୍ଗପୁରରେ ୧୩.୨ ମିମି ବର୍ଷା ହୋଇଛି ।