Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨ ହଜାର ୮୮୨ ଟି କରୋନା ନମୂନା ପରୀକ୍ଷଣ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨ ହଜାର ୮୮୨ ଟି କରୋନା ନମୂନା ଟେଷ୍ଟ କରାଯାଇଛି । RTPCR, ଆଣ୍ଟିଜେନ୍‌ ଓ ଟ୍ରୁନାଟ ମାଧ୍ୟମରେ ଏହିସବୁ ଟେଷ୍ଟ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨ ହଜାର ୮୮୨ ଟି କରୋନା ନମୂନା ଟେଷ୍ଟ କରାଯାଇଛି । RTPCR, ଆଣ୍ଟିଜେନ୍‌ ଓ ଟ୍ରୁନାଟ ମାଧ୍ୟମରେ ଏହିସବୁ ଟେଷ୍ଟ କରାଯାଇଛି । ୪୪,୫୧୪ ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବା ବେଳେ, ୮୨୭୫ଟି RTPCR ଓ ୯୩ଟି ଟ୍ରୁନେଟ ଟେଷ୍ଟ କରାଯାଇଛି । କେନ୍ଦୁଝରରେ ସର୍ବାଧିକ ୫ ହଜାର ୨୧୧ ଟେଷ୍ଟ ହୋଇଥିବା ବେଳେ ଗଞ୍ଜାମରେ ୪୬୬୬, ମୟୂରଭଞ୍ଜରେ ୪୫୬୯, କେନ୍ଦ୍ରାପଡ଼ାରେ ୪୫୨୧ ଜଣଙ୍କ ଟେଷ୍ଟିଂ ହୋଇଛି ।

Show More

Related Articles

Back to top button