ଓଡ଼ିଶାମୁଖ୍ୟ ଖବର

ଶିମିଳିପାଳରେ ଆରମ୍ଭ ହେବ ବାଘ ଗଣନା

ଲାଗିଛି ୫୦୦ କ୍ୟାମେରା

ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାରରୁ ଆରମ୍ଭ ହେବ ବାଘ ଗଣନା ପ୍ରକ୍ରିୟା। ଏନେଇ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି। ଚଳିତ ବର୍ଷ ନୂତନ ଭାବରେ ଡିଜିଟାଲାଇଜେସନ ଯୋଗେ ବାଘ ଗଣନା କରିବାର ଯୋଜନା କରିଛି ଏସ.ଟି.ଆର.।

ଜଙ୍ଗଲ ମଧ୍ୟରେ ଗଣନା ପାଇଁ ୫୦୦ରୁ ଉର୍ଦ୍ଧ୍ବ କ୍ୟାମେରା ଲାଗିଛି । ଏହାସହ ଦୁଇଟି ସ୍ୱତନ୍ତ୍ର ଆପ୍ ଯୋଗେ ତାଲିମପ୍ରାପ୍ତ ବନ କର୍ମଚାରୀ ଏହି ଗଣନା କରିବେ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button