ଓଡ଼ିଶା

ସାନଖେମୁଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମୁହାଁମୁହିଁ ଧକ୍କା ହେଲା ୨ ବାଇକ୍‌, ଜଣେ ମୃତ, ୨ ଆହତ

ସାନଖେମୁଣ୍ଡି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ମୃତକ ଝାଡ଼ବନ୍ଧ ଗ୍ରାମର ସୁଦର୍ଶନ ସ୍ୱାଇଁ ହୋଇଥିବା ଜଣାପଡ଼ିଛି ।

Show More

Related Articles

Back to top button