Breaking PLUSଓଡ଼ିଶାପାଣିପାଗ

ରାଜ୍ୟରେ ୩ ଜିଲ୍ଲାରେ ବର୍ଷା ସହ ହେବ ବଜ୍ରପାତ

ସ୍ବାସ୍ଥ୍ୟକୁ ମିଳିବ ଅନେକ ଫାଇଦା…

ବର୍ଷା ଏବଂ ବଜ୍ରପାତ ନେଇ ରାଜ୍ୟର ୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଏବଂ ବଜ୍ରପାତ ନେଇ ତିନି ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଏବଂ ବୌଦ୍ଧ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

ଏହି ତିନିଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଏବଂ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Show More

Related Articles

Back to top button