ଓଡ଼ିଶା

ଚନ୍ଦ୍ରଭଗାରେ ବର୍ଷର ଶେଷ ସୂର୍ଯ୍ୟୋଦୟ

କୋଭିଡ କଟକଣା ପାଇଁ ପର୍ଯ୍ୟଟକ ଶୂନ୍ୟ ଚନ୍ଦ୍ରଭାଗା

ଆଉ କିଛି ଘଣ୍ଟା ପରେ ୨୦୨୧ ବର୍ଷ ବିଦାୟ ନେଇ ୨୦୨୨ ପଦାର୍ପଣ କରିବ । ସେହିପରି ୨୦୨୧ ବର୍ଷର ଶେଷ ସୂର୍ଯ୍ୟୋଦୟ କୋଣାର୍କ ଚନ୍ଦ୍ରଭାଗା ରେ ଦେଖିବାକୁ ମିଳିଛି । ଆଜି ପାଗ ନିର୍ମଳ ଥିବାରୁ ୬ଟା ୨୭ମିନିଟରେ ସୂର୍ଯ୍ୟଙ୍କ କିରଣ ଗଭୀର ନୀଳ ସମୁଦ୍ର ଜଳ ରାଶି ଭିତରୁ ଚନ୍ଦ୍ରଭାଗା ବେଳାମାର୍ଗରେକୁ ସ୍ପର୍ଶ କରିଥିଲା ।

ପ୍ରତିବର୍ଷ ଚନ୍ଦ୍ରଭାଗାରେ ପୁରୁଣା ବର୍ଷର ସୂର୍ଯ୍ୟ ଉଦୟ ଓ ଅସ୍ତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଏବର୍ଷ କୋଭିଡ କଟକଣା ଯୋଗୁଁ ଚନ୍ଦ୍ରଭାଗାରେ ୧୪୪ ଲଗାଯାଇଥିବାରୁ ପର୍ଯ୍ୟଟକ ଶୂନ ଦେଖା ଯାଇଛି l

Show More

Related Articles

Back to top button