Breaking PLUSଓଡ଼ିଶା

ରାଜଧାନୀରେ SBI ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭିତରେ ଓ ବାହାରେ ପଡିଛି ଟେଣ୍ଡହାଉସ କପଡା

ରାଜଧାନୀରେ ମାତିଲେ ଲୁଟେରା । SBI ଏଟିଏମକୁ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା SBI ଏଟିଏମକୁ ଲୁଟିନେଇଛନ୍ତି । ସୋମବାର ବିଳମ୍ୱିତ ରାତ୍ରିରେ ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା ପଡିରହିଛି ।

ଏଟିଏମ୍ କୁ ଘୋଷାଡି ଘୋଷାଡି କିଛି ବାଟ ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପୋଲିସ ପହଞ୍ଚି ଘଟମାରେ ଛାନଭିନ ଜାରି ରଖିଛି ।

Show More

Related Articles

Back to top button