ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣପୋଡି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣପୋଡି ପାଇଁ ମିଳିଲା ଅନୁମତି । ଅଗ୍ନିଶମ ବାହିନୀ ପକ୍ଷରୁ ଏହି ଅନୁମତି ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଗ୍ନିଶମ ବାହିନୀ ରାଜଧାନୀର ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳରେ ଥିବା ପୂଜା କମିଟିକୁ ଅନୁମତି ଦେଇଛି ।

ଏହାପରେ କମିଶନରେଟ୍‌ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ । ରାବଣ ପୋଡି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ପୋଲିସ ଓ ଅଗ୍ନିଶମ ବାହିନୀ ।

Show More

Related Articles

Back to top button