ଓଡ଼ିଶାରାଜନୀତି

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ

ରାଜ୍ୟ କ୍ୟାବିନେଟରେ  ଆଜି ଅପରାହ୍ନରେ ବସିବ ଗୁରୁତ୍ୱପୁର୍ଣ୍ଣ ବୈଠକ। ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଅନୁମାନ କରାଯାଉଛି ।

 

Show More

Related Articles

Back to top button